ବାପାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗରେ ଜେଲ୍‌ ଗଲା ପୁଅ

ପାଟଣାଗଡ଼/ମଣ୍ଡଳ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଘାଘୁର୍ଲି ଗାଁରେ ବାପାଙ୍କ ତଣ୍ଟି ଚିପି ହତ୍ୟା କରିଛି ପୁଅ। ଏହି ମାମଲାରେ ଅଭିଯୁକ୍ତ ପୁଅ ଜେଲ୍‌ ଯାଇଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଘାଘୁର୍ଲି ଗାଁର ବୈକୁଣ୍ଠ ମାଝୀ ନିଜ ଘର ବାରଣ୍ଡାରେ ବସିଥିଲେ। ଏହି ସମୟରେ ତାଙ୍କ ମଝିଆ ପୁଅ ମହେଶ୍ବର ମଦ୍ୟପାନ କରି ଘରକୁ ଆସିଥିଲା। ଏହାକୁ … Continue reading ବାପାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗରେ ଜେଲ୍‌ ଗଲା ପୁଅ